ଅର୍ଥ : ମନ ଖୁସି କରିବାପାଇଁ କଥା କିମ୍ବା କାମ କରିବା
ଉଦାହରଣ :
ସେ ନିଜର ସହପାଠୀମାନଙ୍କୁ ଥଟ୍ଟା ମଜା କରନ୍ତି
ସମକକ୍ଷ : ଥଟ୍ଟା କରିବା, ପରିହାସ କରିବା, ମଜା କରିବା
ଅନ୍ୟ ଭାଷାରେ ଅନୁବାଦ :
मन बहलानेवाली बात या काम करना।
वह अपने सहपाठी के साथ मज़ाक कर रहा है।