ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନିଜ ଦେଶରୁ ଭିନ୍ନ ଦେଶ
ଉଦାହରଣ : ମୋହନ ବିଦେଶରେ ଚାକିରୀ କରୁଛି
ସମକକ୍ଷ : ପରଦେଶ, ପରରାଷ୍ଟ୍ର
ଅନ୍ୟ ଭାଷାରେ ଅନୁବାଦ :हिन्दी
अपने देश से भिन्न देश।
ଅର୍ଥ : ନିଜର ଗାଁ, ନଗର, ପ୍ରାନ୍ତ ଇତ୍ୟାଦିକୁ ଛାଡିକରି ଅନ୍ୟଜାଗା
ଉଦାହରଣ : ମୋର ବାପା ବିଦେଶ ଯାଇଥିଲେ
ସମକକ୍ଷ : ପରଦେଶ
ଅନ୍ୟ ଭାଷାରେ ଅନୁବାଦ :हिन्दी English
स्वयं के गाँव, नगर, प्रांत इत्यादि को छोड़कर अन्य जगह।
The piece of land on which something is located (or is to be located).
ସଂସ୍ଥାପନ କରନ୍ତୁ