ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାୟୁନିରୋଧକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାୟୁନିରୋଧକ   ବିଶେଷଣ

ଅର୍ଥ : ଯାହା ଭିତରକୁ ପବନ ନଯାଇପାରେ ଓ ଭିତର ପବନ ବାହାରକୁ ନଆସିପାରେ

ଉଦାହରଣ : ନଷ୍ଟ ହେବାରୁ ରକ୍ଷା କରିବାପାଇଁ ଖାଦ୍ୟପଦାର୍ଥକୁ ବାୟୁନିରୋଧକ ଡବାରେ ରଖିବା ଉଚିତ


ଅନ୍ୟ ଭାଷାରେ ଅନୁବାଦ :

जिसके अंदर हवा न जा सके या अंदर की हवा बाहर न आ सके।

कुछ खाद्य पदार्थों को खराब होने से बचाने के लिए हवाबंद डिब्बे में रखते हैं।
हवाबंद

Not allowing air or gas to pass in or out.

air-tight, airtight, gas-tight