ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବାମମାର୍ଗର ସିଦ୍ଧାନ୍ତ ମାନୁଥିବା ବ୍ୟକ୍ତି
ଉଦାହରଣ : ବାମମାର୍ଗୀମାନେ ମାଂସ, ମଦ ଆଦି ସେବନ କରନ୍ତି
ସମକକ୍ଷ : ବାମମାର୍ଗୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वाममार्ग सिद्धांत को माननेवाला व्यक्ति।
A person who belongs to the political left.
ଅର୍ଥ : ଯିଏ ବାମପନ୍ଥର ସପକ୍ଷରେ
ଉଦାହରଣ : ପଶ୍ଚିମ ବଙ୍ଗରେ ବାମପନ୍ଥୀଙ୍କ ସରକାର ଶାସନ କରୁଛି
ସମକକ୍ଷ : ବାମପନ୍ଥୀ, ବାମମାର୍ଗୀ
वह जो वामपंथ का पक्षधर हो।
ସଂସ୍ଥାପନ କରନ୍ତୁ