ଅର୍ଥ : ପେଟ୍ରୋଲ, ଡିଜେଲଆଦିରେ ଚାଲୁଥିବା ଦୁଇଚକିଆ ଗାଡ଼ି ଯାହାର ଚକ ସ୍କୁଟର ଚକ ଅପେକ୍ଷା ବଡ଼
ଉଦାହରଣ :
ସେ ବହୁ ଜୋରରେ ମୋଟର ସାଇକଲ ଚଲାଏ
ସମକକ୍ଷ : ଫଟଫଟିଆ, ମୋଟର ସାଇକଲ
ଅନ୍ୟ ଭାଷାରେ ଅନୁବାଦ :
पेट्रोल, डीजल आदि से चलने वाला दुपहिया वाहन जिसके पहिये स्कूटर की अपेक्षा बड़े होते हैं।
वह बहुत ही तेज मोटरसाइकिल चलाता है।