ଅର୍ଥ : ତିନି ବର୍ଷ ବା ତା’ଠାରୁ ଅଧିକ ବର୍ଷ ପର୍ଯନ୍ତ ବଞ୍ଚିରହୁଥିବା ଗଛ
ଉଦାହରଣ :
ଆମ୍ବ ଗୋଟିଏ ବହୁବର୍ଷୀୟ ଗଛ
ସମକକ୍ଷ : ବହୁବର୍ଷୀୟ ପାଦପ, ବହୁବର୍ଷୀୟ ବୃକ୍ଷ
ଅନ୍ୟ ଭାଷାରେ ଅନୁବାଦ :
वह वनस्पति जो तीन वर्ष या उससे अधिक वर्ष तक जीवित रहती है।
आम एक बहुवर्षी वनस्पति है।