ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବସଷ୍ଟପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବସଷ୍ଟପ   ବିଶେଷ୍ୟ

ଅର୍ଥ : ବସ ଯାତାୟାତ ମାର୍ଗରେ ଥିବା ରହଣୀ ଯେଊଁଠି ଯାତ୍ରୀଙ୍କୁ ଚଢ଼ାଇବା ଓ ଓଲ୍ଲାଇବା ନିମନ୍ତେ ବସ ରହିଥାଏ

ଉଦାହରଣ : ଏହି ବସଷ୍ଟପରେ କେବଳ ଚାରିଟି ବସ ରହିଥାଏ


ଅନ୍ୟ ଭାଷାରେ ଅନୁବାଦ :

बस के मार्ग में पड़नेवाला वह स्थान जहाँ यात्रियों को चढ़ाने और उतारने के लिए बस रुकती है।

इस बस स्थानक पर केवल चार बसें ही रुकती हैं।
बस ठहराव, बस स्टाप, बस स्टैंड, बस स्टॉप, बस स्थानक, बस- स्थानक, बसस्टैंड

A place on a bus route where buses stop to discharge and take on passengers.

bus stop