ଅର୍ଥ : ପ୍ରାଚୀନ କାଳରେ ବସନ୍ତ ପଞ୍ଚମୀ ପରଦିନ ପାଳନ କରାଯାଉଥିବା ଏକ ଉତ୍ସବ
ଉଦାହରଣ :
ବସନ୍ତୋତ୍ସବ ଦିନ କାମଦେବଙ୍କ ପୂଜା କରାଯାଏ
ସମକକ୍ଷ : ବସନ୍ତ ଉତ୍ସବ, ବସନ୍ତମହୋତ୍ସବ, ମଦନମହୋତ୍ସବ, ମଦନୋତ୍ସବ
ଅନ୍ୟ ଭାଷାରେ ଅନୁବାଦ :
प्राचीन काल में मनाया जाने वाला एक उत्सव जो वसंत पंचमी के दूसरे दिन होता था।
वसंतोत्सव के दिन कामदेव की पूजा की जाती है।