ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାଠାରେ ବଳ ବା ଶକ୍ତି ନ ଥାଏ
ଉଦାହରଣ : ସେ କେବଳ ଦୁର୍ବଳ ଲୋକଙ୍କୁ ଆଖି ଦେଖାଏ
ସମକକ୍ଷ : କମଯୋର, ଦୁର୍ବଳ, ଶକ୍ତିହୀନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह जिसमें बल या शक्ति न हो।
A person who is physically weak and ineffectual.
ଅର୍ଥ : ବଳ କିମ୍ବା ଶକ୍ତି ନ ଥିବା
ଉଦାହରଣ : ବଳହୀନ ଲୋକଉପରେ ଅତ୍ୟାଚାର କରିବା ଉଚିତନୁହେଁ
ସମକକ୍ଷ : ଅଳ୍ପବଳ, ଶକ୍ତିହୀନ
ଅନ୍ୟ ଭାଷାରେ ଅନୁବାଦ :हिन्दी
जिसमें बल या शक्ति न हो।
ସଂସ୍ଥାପନ କରନ୍ତୁ