ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବନ୍ଧେଇ କରିବାର କାମ
ଉଦାହରଣ : ସେ ବନ୍ଧେଇକରି ନିଜର ଜୀବିକା ନିର୍ବାହ କରେ
ସମକକ୍ଷ : ବନ୍ଧାଇ
ଅନ୍ୟ ଭାଷାରେ ଅନୁବାଦ :हिन्दी
मढ़ने का काम।
ଅର୍ଥ : ବନ୍ଧାଇବାର କାର୍ଯ୍ୟ
ଉଦାହରଣ : ଠିକାଦାର ବନ୍ଧର ବନ୍ଧେଇ ଶ୍ରମିକମାନଙ୍କଦ୍ୱାରା କରାଉଛି
ସମକକ୍ଷ : ବନ୍ଧେଇବା
बँधवाने का काम।
ସଂସ୍ଥାପନ କରନ୍ତୁ