ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଲମ୍ବା ଗୋଡ଼ ଓ ବେକଥିବା ପ୍ରାୟ ଚାରିଫୁଟ ଉଚ୍ଚତାର ଏକ ଜଳପକ୍ଷୀ
ଉଦାହରଣ : ଫ୍ଲେମିଙ୍ଗୋ ଦାନା ଖୁଣ୍ଟିବା ସମୟରେ ଦାନାସହିତ ଥିବା ଅଳିଆଆଦି ଅଲଗା କରିଦେଇଥାଏ
ସମକକ୍ଷ : ହଂସାବର
ଅନ୍ୟ ଭାଷାରେ ଅନୁବାଦ :हिन्दी English
लंबे पैरों और लंबी गर्दनवाला लगभग चार फुट का एक जलीय पक्षी।
Large pink to scarlet web-footed wading bird with down-bent bill. Inhabits brackish lakes.
ସଂସ୍ଥାପନ କରନ୍ତୁ