ଅର୍ଥ : ଫ୍ରେଞ୍ଚ ଗୁଆନା ସହିତ ସମ୍ବନ୍ଧିତ ବା ଫ୍ରେଞ୍ଚ ଗୁଆନାର
ଉଦାହରଣ :
ଫ୍ରେଞ୍ଚ ଗୁଆନାଇ ଦମ୍ପତ୍ତି ବଗିଚାରେ ଭ୍ରମଣ କରୁଥିଲେ
ସମକକ୍ଷ : ଫ୍ରେଞ୍ଚ ଗୁଆନାନ୍, ଫ୍ରେଞ୍ଚ ଗୁଆନିଜ୍
ଅନ୍ୟ ଭାଷାରେ ଅନୁବାଦ :
फ्रेंच गुआना से संबंधित या फ्रेंच गुआना का।
फ्रेंच गुआनाई दम्पति बाग़ में सैर कर रहे थे।