ଅର୍ଥ : ଏକ ସାଧନ ଯେଉଁଥିରେ ଖାଦ୍ୟ ପଦାର୍ଥଗୁଡ଼ିକୁ କମ୍ ତାପମାତ୍ରାରେ ଅଧିକ ଦିନପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇଥାଏ
ଉଦାହରଣ :
ଫ୍ରିଜ୍ରେ ରଖା ହୋଇଥିବା କ୍ଷୀର ମୁଣ୍ଡାହୋଇଯାଇଛି
ସମକକ୍ଷ : ରେଫ୍ରିଜରେଟର୍
ଅନ୍ୟ ଭାଷାରେ ଅନୁବାଦ :
एक साधन जिसमें खाद्य पदार्थों को कम तापमान पर अधिक दिनों तक सुरक्षित रखा जाता है।
फ़्रिज में रखा दूध जम गया है।A refrigerator in which the coolant is pumped around by an electric motor.
electric refrigerator, fridge