ଅର୍ଥ : ମେରୁଦଣ୍ଡୀ ପ୍ରାଣୀମାନଙ୍କର ଛାତି ଭିତରେ ଥିବା ଅବୟବ ଯାହା କାର୍ଯ୍ୟ କରିବାରୁ ଜୀବ ଶ୍ୱାସ ଗ୍ରହଣ କରେ
ଉଦାହରଣ :
ଧୂମ୍ରପାନ କଲେ ଫୁସ୍ଫୁସ୍ ଖରାପ ହେବାର ଡର ଥାଏ
ଅନ୍ୟ ଭାଷାରେ ଅନୁବାଦ :
Either of two saclike respiratory organs in the chest of vertebrates. Serves to remove carbon dioxide and provide oxygen to the blood.
lung