ଅର୍ଥ : ମଙ୍ଗଳକାର୍ଯ୍ୟରେ ଦ୍ୱାରମୁହଁରେ ଲଗା ଯାଉଥିବା ଫୁଲ,ସୂତା,ରେଶମ ଆଦିରେ ତିଆରି ଗୁଚ୍ଛଯୁକ୍ତ ତୋରଣ
ଉଦାହରଣ :
ସେ ମୁଖ୍ୟ ଦରଜା ଉପରେ ଫୁଲତୋରଣ ଝୁଲାଇ ଦେଲା
ଅନ୍ୟ ଭାଷାରେ ଅନୁବାଦ :
उत्सवों के अवसर पर द्वार पर लगाने के फूल, सूत, रेशम आदि के बने हुए झब्बेदार बंदनवार।
उसने मुख्य दरवाजे पर फुलेहरा लटका दिया।
फुलहरा,
फुलेहरा