ଅର୍ଥ : କାହାରିଦ୍ୱାରା ପ୍ରଦତ୍ତ ରଙ୍ଗର ଯେଉଁ ଗୁଣ ତାର ପ୍ରାଥମିକ ବା ମୁଖ୍ୟ ରଙ୍ଗଠାରୁ ସାମାନ୍ୟ ଅଲଗା ବା ପ୍ରାଥମିକ ରଙ୍ଗର ହିଁ ଫିକା ରୂପ
ଉଦାହରଣ :
ଏହି ଚିତ୍ରକୁ ଗୋଲାପୀର ଫିକାରଙ୍ଗ ଦେବା ଉଚିତ
ସମକକ୍ଷ : ରଙ୍ଗତ
ଅନ୍ୟ ଭାଷାରେ ଅନୁବାଦ :
किसी दिए हुए रंग का वह गुण जो उसके प्राथमिक या मुख्य रंग से हल्का सा अलग हो या प्राथमिक रंग का ही हल्का रूप।
इस चित्र को गुलाबी रंगत देनी चाहिए।