ଅର୍ଥ : ଯେଉଁ ଯନ୍ତ୍ର ମାଧ୍ୟମରେ ଆମେ ଗୀତ ଆଦିର ଧ୍ୱନ୍ୟାଲେଖନ ଶୁଣିପାରୁ
ଉଦାହରଣ :
ଏହି ରେକର୍ଡ଼ ପ୍ଲେୟରରୁ ସ୍ପଷ୍ଟଭାବେ ସ୍ୱର ଆସୁନାହିଁ
ସମକକ୍ଷ : ଫୋନୋଗ୍ରାଫ, ରେକର୍ଡ଼ ପ୍ଲେୟର
ଅନ୍ୟ ଭାଷାରେ ଅନୁବାଦ :
एक प्रकार का यंत्र जिसके माध्यम से हम गाने आदि के ध्वन्यालेखनों को सुन सकते हैं।
इस फोनोग्राफ़ से आवाज स्पष्ट नहीं आ रही है।Machine in which rotating records cause a stylus to vibrate and the vibrations are amplified acoustically or electronically.
phonograph, record player