ଅର୍ଥ : ପ୍ରେମ କାରଣରୁ ଆଖିରୁ ବାହାରୁଥିବା ଲୁହ
ଉଦାହରଣ :
ବହୁତ ଦିନ ପରେ ନିଜ ପୁଅ ସହିତ ମିଶି ମାଆର ଆଖି ପ୍ରେମାଶ୍ରୁରେ ଭରିଗଲା
ସମକକ୍ଷ : ଆନନ୍ଦାଶ୍ରୁ
ଅନ୍ୟ ଭାଷାରେ ଅନୁବାଦ :
प्रेम के कारण आँख से निकलने वाला आँसू।
बहुत दिनों के बाद अपने बेटे से मिलकर माँ की आँखें प्रेमाश्रु से भर गयीं।