ଅର୍ଥ : ନିଜ ନିଜ ପ୍ରଦେଶ ତଥା ପ୍ରଦେଶବାସୀଙ୍କ ହିତ ରକ୍ଷା ବିଚାରରୁ କାମ କରିବାର ସିଦ୍ଧାନ୍ତ
ଉଦାହରଣ :
ଦେଶର ଏକତା ଏବଂ ଅଖଣ୍ଡତା ବଞ୍ଚାଇ ରଖିବାପାଇଁ ପ୍ରଦେଶବାଦରୁ ଉପରକୁ ଉଠିବା ଆବଶ୍ୟକ
ସମକକ୍ଷ : ପ୍ରଦେଶବାଦ
ଅନ୍ୟ ଭାଷାରେ ଅନୁବାଦ :
अपने अपने प्रदेश तथा प्रदेशवाशियों के हित की रक्षा के विचार से काम करने का सिद्धांत।
देश की एकता और अखंडता बनाए रखने के लिए प्रदेशवाद से ऊपर उठना आवश्यक है।Loyalty to the interests of a particular region.
regionalism