ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରାଜାପତ୍ୟ ବିବାହ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ହିନ୍ଦୁଧର୍ମଶାସ୍ତ୍ର ଅନୁସାରେ ଯେଉଁ ବିବାହରେ ପିତା ନିଜର କନ୍ୟାକୁ ବର ହାତରେ ଦେଇ ଏହା କହନ୍ତି-ତୁମେ ଦୁହେଁ ମିଶି ଧର୍ମ ପାଳନ କର‍‍‍‍‍‍‍

ଉଦାହରଣ : ଆଧୁନିକ ଯୁଗରେ ପ୍ରାଜାପତ୍ୟ ବିବାହର ପ୍ରଚଳନ ନାହିଁ


ଅନ୍ୟ ଭାଷାରେ ଅନୁବାଦ :

हिंदू धर्मग्रंथों के अनुसार वह विवाह जिसमें पिता अपनी कन्या का हाथ वर के हाथ में यह कहकर देता था कि तुम लोग मिलकर धर्म का पालन करोगे।

आधुनिक युग में प्राजापत्य विवाह प्रचलन में नहीं है।
प्राजापत्य विवाह