ଅର୍ଥ : ଯେଉଁ ଦ୍ୱାରଦେଇ କୌଣସି ଜାଗା, ଘରଆଦିରେ ପ୍ରବେଶ କରାଯାଏ
ଉଦାହରଣ :
ସେ ପ୍ରବେଶ ଦ୍ୱାରରେ ଠିଆହୋଇ ଅତିଥିମାନଙ୍କୁ ସ୍ୱାଗତ କରୁଥିଲେ
ସମକକ୍ଷ : ପ୍ରବେଶ ଦ୍ୱାର
ଅନ୍ୟ ଭାଷାରେ ଅନୁବାଦ :
वह द्वार जिससे होकर किसी जगह, घर आदि में प्रवेश किया जाए।
वह प्रवेश द्वार पर खड़ा होकर आगंतुकों का स्वागत कर रहा था।An entrance that can be closed by a gate.
gateway