ଅର୍ଥ : କୌଣସି କାମଆଦିରେ ନିପୁଣ କରିବା ବା ହେବା
ଉଦାହରଣ :
ଅତ୍ୟଧିକ ପରିଶ୍ରମକରି ରାମ ନିଜକୁନିଜେ ଏହି କାମରେ ନିପୁଣ ହେଲା
ସମକକ୍ଷ : ଦକ୍ଷକରିବା, ଦକ୍ଷହେବା, ନିପୁଣ କରିବା, ନିପୁଣ ହେବା, ପାଇଙ୍ଗମ ହେବା, ପାରଙ୍ଗମ କରିବା, ପ୍ରବୀଣ ହେବା
ଅନ୍ୟ ଭାଷାରେ ଅନୁବାଦ :
* किसी काम आदि में निपुण करना या बनाना।
अत्यधिक मेहनत के बाद राम ने अपने आप को इस काम में निपुण बनाया।