ଅର୍ଥ : ଚାରୋଟି ପ୍ରଧାନ ଦିଗସୂଚକ ବିନ୍ଦୁଗୁଡ଼ିକରୁ ପ୍ରତ୍ୟେକ
ଉଦାହରଣ :
ପୂର୍ବ,ପଶ୍ଚିମ,ଉତ୍ତର ଓ ଦକ୍ଷିଣ ଏହି ଚାରୋଟି ପ୍ରଧାନ ଦିଗସୂଚକ ବିନ୍ଦୁ
ଅନ୍ୟ ଭାଷାରେ ଅନୁବାଦ :
* चार प्रधान दिक्सूचक बिन्दुओं में से प्रत्येक।
पूर्व, पश्चिम, उत्तर और दक्षिण ये चार प्रधान दिक्सूचक बिन्दु हैं।