ଅର୍ଥ : ଯେଉଁ ବିବାହରେ କନ୍ୟା ଉଚ୍ଚ ଜାତିର ତଥା ପୁରୁଷ ନିମ୍ନ ଜାତିର ହୋଇଥାଏ
ଉଦାହରଣ :
ସୁଗନ୍ଧା ପ୍ରତିଲୋମ ବିବାହ କରିଛି
ସମକକ୍ଷ : ପ୍ରତିଲୋମବିବାହ
ଅନ୍ୟ ଭାଷାରେ ଅନୁବାଦ :
वह विवाह जिसमें कन्या उच्च वर्ण की तथा पुरुष निम्न वर्ण का हो।
सुगंधा ने प्रतिलोमविवाह किया है।A marriage with a person of inferior social status.
mesalliance