ଅର୍ଥ : ଗୋଟିଏ ପ୍ରକାର ନେତ୍ର ରୋଗ
ଉଦାହରଣ :
ପ୍ରକ୍ଲିନ୍ନବର୍ତ୍ମ ରୋଗରେ ଆଖି ପତା ଫୁଲି ଯାଏ ଏବଂ ଆଖିରେ ମଇଳା ଭରି ଯାଏ
ସମକକ୍ଷ : ପ୍ରକ୍ଲିନ୍ନବର୍ତ୍ମ ରୋଗ
ଅନ୍ୟ ଭାଷାରେ ଅନୁବାଦ :
एक प्रकार का नेत्र रोग।
प्रक्लिन्नवर्त्म में पलकें सूज जाती हैं और नेत्रों में कीचड़ भर जाता है।