ଅର୍ଥ : ଆଲୋକ ବା ପ୍ରକାଶରେ ଯୁକ୍ତ କରିବା କ୍ରିୟା
ଉଦାହରଣ :
ସେ ରାତିରେ ଅନ୍ଧାର ବାଟକୁ ଆଲୋକିତ କରିବାପାଇଁ ଟର୍ଚ୍ଚ ଜଳାଇଲା
ସମକକ୍ଷ : ଆଲୋକିତ କରିବା
ଅନ୍ୟ ଭାଷାରେ ଅନୁବାଦ :
आलोक या प्रकाश से युक्त करने की क्रिया।
उसने रात के अँधेरे में मार्ग पर प्रकाश डालने हेतु टार्च जलाई।ଅର୍ଥ : ଲେଖା ଆଦିକୁ ପ୍ରକାଶିତ କରିବା
ଉଦାହରଣ :
ସେ ଏବେ ସୁଦ୍ଧା ଦୁଇଟି ପୁସ୍ତକ ପ୍ରକାଶିତ କରିଛନ୍ତି
ସମକକ୍ଷ : ଛପାଇବା, ମୁଦ୍ରଣ କରିବା
ଅନ୍ୟ ଭାଷାରେ ଅନୁବାଦ :