ଅର୍ଥ : କୋଠାର କାନ୍ଥରୁ ବାହାରକୁଥିବା ଅଂଶ
ଉଦାହରଣ :
ସେ ବର୍ଷାର ସୁରକ୍ଷାପାଇଁ ବାରଣ୍ଡା ତଳେ ଛିଡ଼ା ହୋଇଗଲା
ଅନ୍ୟ ଭାଷାରେ ଅନୁବାଦ :
Projection that extends beyond or hangs over something else.
overhangଅର୍ଥ : ଘର ବା କୋଠରୀ ଆଗରେ ଛାଇ ମିଳିବାପାଇଁ ତିଆରି ହୋଇଥିବା ଟିଣଆଦିର ଛାତ
ଉଦାହରଣ :
ପୋର୍ଟିକ ତଳେ ଛିଡ଼ା ହୋଇ ଆମେ ବର୍ଷାର ଆନନ୍ଦ ଉପଭୋଗ କରୁଥିଲୁ
ଅନ୍ୟ ଭାଷାରେ ଅନୁବାଦ :
मकान या कमरे के आगे की ओर छाया के लिए बनी हुई टीन आदि की छत।
सायबान के नीचे खड़े हो कर हम बरसात का आनंद ले रहे थे।Rough shelter whose roof has only one slope.
lean-to