ଅର୍ଥ : ସାହିତ୍ୟିକ ଦସ୍ତାବିଜ,ପୁସ୍ତକ ଆଦିର ସଂଗ୍ରହ ଯାହା ସଂଦର୍ଭ ବା ଦେଖିବା-ପଢ଼ିବାପାଇଁ ରଖାଯାଇଛି
ଉଦାହରଣ :
ସେ ସନ୍ଦର୍ଭପାଇଁ ପୁସ୍ତକ ସଂଗ୍ରହରୁ ଗୋଟିଏ ପୁରାତନ ପୁସ୍ତକ ବାହାରକଲା
ସମକକ୍ଷ : ପୁସ୍ତକ-ସଂଗ୍ରହ, ସାହିତ୍ୟିକକୃତିସଂଗ୍ରହ
ଅନ୍ୟ ଭାଷାରେ ଅନୁବାଦ :
साहित्यिक दस्तावेजों, पुस्तकों आदि का संग्रह जो संदर्भ या देखने-पढ़ने के लिए रखा गया हो।
उसने संदर्भ के लिए पुस्तक संग्रह में से एक पुरानी पुस्तक निकाली।A collection of literary documents or records kept for reference or borrowing.
library