ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ନ୍ୟାୟାଳୟର ନିର୍ଣ୍ଣୟରେ ସନ୍ତୁଷ୍ଟ ନ ହେବାରୁ ଦ୍ୱିତୀୟଥର ପାଇଁ ତାହାକୁ ଉଚ୍ଚ ନ୍ୟାୟାଳୟରେ ପୁନରାବେଦନ କରିଥିବା ବ୍ୟକ୍ତି
ଉଦାହରଣ : ପୁନରାବେଦକ ଉଚ୍ଚ ନ୍ୟାୟାଳୟରେ ମଧ୍ୟ ମୋକଦ୍ଦମା ହାରିଗଲା
ସମକକ୍ଷ : ପୁନରାବେଦନକାରୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी न्यायालय के निर्णय से संतुष्ट न होने पर दोबारा उससे उच्च न्यायालय में पुनरावेदन करनेवाला व्यक्ति।
The party who appeals a decision of a lower court.
ସଂସ୍ଥାପନ କରନ୍ତୁ