ଅର୍ଥ : ଉତ୍ତମ ସନ୍ତାନ ପ୍ରାପ୍ତି ନିମନ୍ତେ କାମନାକରି କରାଯାଉଥିବା ସଂସ୍କାର ଯାହା ଗର୍ଭାଧାନର ତୃତୀୟ ମାସରେ କରାଯାଏ
ଉଦାହରଣ :
ଏଠାରେ ଆଜି ଆମର ପଡ଼ୋଶୀଙ୍କର ପୁଂସବନ ସଂସ୍କାର ହେଉଛି
ସମକକ୍ଷ : ପୁଂସବନ, ପୁଂସବନ କ୍ରିୟା, ପୁଂସବନ ସଂସ୍କାର
ଅନ୍ୟ ଭାଷାରେ ଅନୁବାଦ :
अच्छी संतान प्राप्त करने की कामना से किया जाने वाला संस्कार जो गर्भाधान के तीसरे महीने में किया जाता है।
गर्भस्थ शिशु के समुचित विकास के लिए पुंसवन संस्कार किया जाता है।