ଅର୍ଥ : ତଳି ପେଟର ବାଆଁ ପଞରା ହାଡ଼ ତଳେଥିବା ଏକ ଛୋଟ ଅଂଗ
ଉଦାହରଣ :
ତାହାର ପ୍ଲୀହା ଫୁଲିଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ରୋଗରେ ପେଟ ଫୁଲିଥାଏ
ଉଦାହରଣ :
ସେ ଜଣେ ପ୍ଳୀହା ରୋଗୀ
ଅନ୍ୟ ଭାଷାରେ ଅନୁବାଦ :
एक रोग जिसमें तिल्ली बढ़ और सूज जाती है।
वह ताप-तिल्ली का रोगी है।