ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପିପ୍ପଳୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପିପ୍ପଳୀ   ବିଶେଷ୍ୟ

ଅର୍ଥ : ଯେଉଁ ଲତାର କଢ ମରିଚ ଆକାରର ହୋଇଥାଏ

ଉଦାହରଣ : ପିପ୍ପଳି ଔଷଧ ରୂପେ ବ୍ୟବହୃତ ହୋଇଥାଏ

ସମକକ୍ଷ : ପିପ୍ପଳି


ଅନ୍ୟ ଭାଷାରେ ଅନୁବାଦ :

एक लता जिसकी कलियाँ शहतूत के आकार की होती हैं।

पीपल औषधि के रूप में प्रयुक्त होता है।
पीपर, पीपल, सिंहलक

A plant with a weak stem that derives support from climbing, twining, or creeping along a surface.

vine

ଅର୍ଥ : ଔଷଧ ରୂପରେ ବ୍ୟବହୃତ ହେଉଥିବା ଜଳପିପ୍ପ୍‌ଳ ଗଛର ଛୁଇଁ

ଉଦାହରଣ : ଜଳପିପ୍ପ‌ଳ ହଜମକାରକ ହୋଇଥାଏ

ସମକକ୍ଷ : ଅଗ୍ନିଝାଲ, ଜଳପିପ୍ପଳୀ, ଜଳପିପ୍ପ‌ଳ, ମହାରାଷ୍ଟ୍ରୀ


ଅନ୍ୟ ଭାଷାରେ ଅନୁବାଦ :

जलपीपल नामक पौधे की फली जो औषध के रूप में उपयोग होती है।

जलपीपल पाचक होता है।
अगिन-झाल, जल पिप्पली, जल पीपल, जल-पिप्पली, जल-पीपल, जलपिप्पली, जलपीपल, जलाक्षी, महाराष्ट्री

ଅର୍ଥ : ସ୍ଥିର ଜଳରେ ହେଉଥିବା ଅଶ୍ବତ୍‌ଥ ଜାତିର ଗୋଟିଏ ବହୁତ ଛୋଟ ଗଛ

ଉଦାହରଣ : ଜଳପୀପ୍ପଳର ଛୁଇଁକୁ ଔଷଧ ରୂପରେ ବ୍ୟବହାର କରାଯାଏ

ସମକକ୍ଷ : ଜଳ ପୀପ୍ପଳୀ, ଜଳପୀପ୍‌ପଳ, ମହାରାଷ୍ଟ୍ରୀ, ରକ୍ତାରୀ


ଅନ୍ୟ ଭାଷାରେ ଅନୁବାଦ :

पीपल की जाति का एक बहुत छोटा पेड़ जो अगतिमान जल में होता है।

जलपीपल की फली औधष के रूप में प्रयोग की जाती है।
अगिन-झाल, जल पिप्पली, जल पीपल, जल-पिप्पली, जल-पीपल, जलपिप्पली, जलपीपल, जलाक्षी, महाराष्ट्री, रक्तारि

A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.

tree