ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପିଉସୀଙ୍କ ସ୍ୱାମୀ ବା ବାପାଙ୍କ ଭିଣୋଇ
ଉଦାହରଣ : ମୋ ପିଉସା ଜଣେ ଅଧ୍ୟାପକ
ଅନ୍ୟ ଭାଷାରେ ଅନୁବାଦ :हिन्दी English
बुआ के पति या पिता के बहनोई।
The brother of your father or mother. The husband of your aunt.
ଅର୍ଥ : ପିଉସା ବା ପିଉସୀ ବିଚାରରେ ସମ୍ପର୍କ
ଉଦାହରଣ : ବିମଳାର ପିଉସା ଶ୍ୱଶୁର ଆସିଥିଲେ
ସମକକ୍ଷ : ପିଉସା ଶ୍ୱଶୁର
ଅନ୍ୟ ଭାଷାରେ ଅନୁବାଦ :हिन्दी
फूफी या बुआ से सम्बन्धित या फूफी या बुआ का।
ସଂସ୍ଥାପନ କରନ୍ତୁ