ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଭୟ ସୃଷ୍ଟି ପାଇଁ ରଖା ଯାଇଥିବା ବା ଦେଖାଇ ଦିଆଯାଉଥିବା ବସ୍ତୁ
ଉଦାହରଣ : ସହପାଠୀକୁ ଡରାଇବା ନିମନ୍ତେ ସେ ପାଳଭୂତ କଂକାଳର ପ୍ରୟୋଗ କଲା
ଅନ୍ୟ ଭାଷାରେ ଅନୁବାଦ :हिन्दी
भ्रम पैदा करने वाली बात या वस्तु।
ଅର୍ଥ : ପଶୁ, ପକ୍ଷୀଆଦିଙ୍କୁ ଡରାଇବା ନିମନ୍ତେ ଖେତରେ ଠିଆ କରାଯାଇଥିବା ପିତୁଳା
ଉଦାହରଣ : କୃଷକ ସ୍ଥାନେସ୍ଥାନେ ପାଳଭୂତ ତିଆରି କରିଛି
ଅନ୍ୟ ଭାଷାରେ ଅନୁବାଦ :हिन्दी English
चिड़ियों, पशुओं आदि को डराने के लिए खेत में खड़ा किया हुआ घास-फूस, चिथड़ों आदि का बना पुतला।
An effigy in the shape of a man to frighten birds away from seeds.
ସଂସ୍ଥାପନ କରନ୍ତୁ