ଅର୍ଥ : ମସଲାଯୁକ୍ତ ବିରି,ମୁଗ,ଚାଉଳଆଦି ଚୂନାରେ ପତଳା ଭାବେ ବେଲା ହୋଇଥିବା ଶୁଖିଲା ଖାଦ୍ୟବସ୍ତୁ ଯାହାକୁ ସେକି ବା ଛାଣିକରି ଖାଆନ୍ତି
ଉଦାହରଣ :
ମା ପାମ୍ପଡ଼ ସେକୁଛି
ସମକକ୍ଷ :
ପାମ୍ପଡ଼
ଅନ୍ୟ ଭାଷାରେ ଅନୁବାଦ :
उड़द, मूँग, चावल आदि के आटे की मसालेदार पतली बेली हुई सूखी खाद्य-वस्तु जिसे सेंक या तलकर खाते हैं।
माँ पापड़ सेंक रही है।
पापड़,
माषयोनि