ଅର୍ଥ : ବିବାହ ସମୟରେ ବରଦ୍ୱାରା ବଧୁର ପାଣି ଗ୍ରହଣ କରିବାର ରୀତି
ଉଦାହରଣ :
ପାଣିଗ୍ରହଣ ପରେ ହିଁ ଘେରା ନିଆଯାଏ
ଅନ୍ୟ ଭାଷାରେ ଅନୁବାଦ :
विवाह के समय वर द्वारा वधू का हाथ ग्रहण करने की एक रीति।
पाणिग्रहण के बाद ही फेरे लिए जाते हैं।
पाणिग्रहण
The prescribed procedure for conducting religious ceremonies.
ritual