ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଠାଗାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଠାଗାର   ବିଶେଷ୍ୟ

ଅର୍ଥ : ସର୍ବସାଧାରଣଙ୍କ ପଢ଼ିବା ଏବଂ ସନ୍ଦର୍ଭପାଇଁ ରଖାଯାଇଥିବା ପୁସ୍ତକ ଭବନ ବା ଘର

ଉଦାହରଣ : ଏହି ପୁସ୍ତକାଳୟରେ ସବୁ ବିଷୟ ସମ୍ବନ୍ଧିତ ପୁସ୍ତକ ରହିଛି

ସମକକ୍ଷ : ଗ୍ରନ୍ଥାଗାର, ଗ୍ରନ୍ଥାଳୟ, ପୁସ୍ତକାଗାର, ପୁସ୍ତକାଳୟ, ଲାଇବ୍ରେରୀ


ଅନ୍ୟ ଭାଷାରେ ଅନୁବାଦ :

वह भवन या घर जिसमें अध्ययन और संदर्भ के लिए पुस्तकें रखी गई हों और जहाँ से सर्वसाधारण को पढ़ने के लिए पुस्तकें मिलती हों।

इस पुस्तकालय में हर विषय से संबंधित पुस्तकें हैं।
ग्रंथागार, ग्रंथालय, पुस्तकागार, पुस्तकालय, लाइब्रेरी

A room where books are kept.

They had brandy in the library.
library

ଅର୍ଥ : ଯେଉଁ ସ୍ଥାନରେ ବସି ପାଠକମାନେ ପୁସ୍ତକ, ପତ୍ରିକା ଆଦି ପଢ଼ନ୍ତି

ଉଦାହରଣ : ଶ୍ୟାମ ଅଧିକାଂଶ ସମୟ ପାଠାଗାରରେ ବିତାଏ

ସମକକ୍ଷ : ପଠନାଗାର


ଅନ୍ୟ ଭାଷାରେ ଅନୁବାଦ :

वह स्थान जहाँ बैठकर पाठकगण पुस्तकें, पत्रिकाएँ आदि पढ़ते हैं।

श्याम अपना अधिकतर समय वाचनालय में पुस्तकों के साथ गुजारता है।
वाचनालय

A room set aside for reading.

reading room