ଅର୍ଥ : କୁଲାରେ ଧାନ ଆଦି ରଖି ତାକୁ ଓଛାରି ସଫା କରିବା
ଉଦାହରଣ :
ଗହମ ପେଷିବା ପୂର୍ବରୁ ପାଛୁଡ଼ିବା ଆବଶ୍ୟକ
ସମକକ୍ଷ :
ଓଛାରିବା, ପାଛୁଡ଼ିବା
ଅନ୍ୟ ଭାଷାରେ ଅନୁବାଦ :
सूप में अन्न आदि रखकर उसे उछालते हुए साफ़ करना।
गेहूँ को पिसाने से पहले फटकते हैं।
फटकना,
फटकारना
Blow away or off with a current of air.
Winnow chaff.
The speaker ceased to be an amusing little gnat to be fanned away and was kicked off the forum.
fan,
winnow