ଅର୍ଥ : କେନ୍ଦ୍ରୀୟବାହିନୀ ଯେଉଁ ମୀନାର ଉପରୁ ଶତ୍ରୁଙ୍କ ଉପରେ ନଜର ରଖିଥାନ୍ତି ବା ଯେଉଁଠାରୁ ସେମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଥାନ୍ତି
ଉଦାହରଣ :
କେତେକ ସିପାହୀ ପର୍ଯ୍ୟବେକ୍ଷଣ ମୀନାର ଉପରେ ସତର୍କତା ସହ ରହିଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
वह मीनार जहाँ से कैदियों, शत्रुओं आदि की निगरानी की जाती है या जहाँ से उनके क्रिया-कलापों पर नजर रखी जाती है।
कुछ सिपाही चौकसी मीनार पर सतर्कता से खड़े हैं।An observation tower for a lookout to watch over prisoners or watch for fires or enemies.
watchtower