ଅର୍ଥ : ସମାନ ଅର୍ଥ ବୁଝାଉଥିବା
ଉଦାହରଣ :
କମଳର ଚାରୋଟି ପର୍ଯାୟବାଚୀ ଶବ୍ଦ ଲେଖ
ସମକକ୍ଷ : ସମାନାର୍ଥକ, ସମାର୍ଥବାଚକ
ଅନ୍ୟ ଭାଷାରେ ଅନୁବାଦ :
समान अर्थ रखनेवाला।
कमल के चार पर्यायवाची शब्द लिखो।(of words) meaning the same or nearly the same.
synonymous