ଅର୍ଥ : ଧାର୍ମିକ ଗ୍ରନ୍ଥରେ ବର୍ଣ୍ଣିତ ଏକ ଅସ୍ତ୍ର
ଉଦାହରଣ :
ପର୍ବତାସ୍ତ୍ର କ୍ଷେପଣ କରିବା ମାତ୍ରେ ଶତ୍ରୁସେନାଙ୍କ ଉପରେ ପଥର ବର୍ଷଣ ହେଉଥିଲା
ଅନ୍ୟ ଭାଷାରେ ଅନୁବାଦ :
धर्मिक ग्रंथों में वर्णित एक अस्त्र।
पर्वतास्त्र के छोड़ते ही शत्रु सेना पर पत्थरों की बौछार होने लगती थी।