ଅର୍ଥ : କାହାରିକୁ କେଉଁଟା ଠିକ୍ ବା କ’ଣ ହେବା ଉଚିତ କହିବା
ଉଦାହରଣ :
ଗୁରୁ ପିଲାମାନଙ୍କୁ ଏହି କାମ ବିଷୟରେ ପରାମର୍ଶ ଦେଉଛନ୍ତି
ସମକକ୍ଷ : ଉପଦେଶ ଦେବା
ଅନ୍ୟ ଭାଷାରେ ଅନୁବାଦ :
किसी को यह बताना कि क्या ठीक है या क्या होना चाहिए।
गुरुजी बच्चों को इस काम के बारे में परामर्श दे रहे हैं।ଅର୍ଥ : କୌଣସି କଥା ଆଡ଼କୁ କାହାରି ଧ୍ୟାନ ଆଣିବା
ଉଦାହରଣ :
ରଜତ ମୋତେ ଶେୟାର ବଜାରରେ ଟଙ୍କା ଲଗେଇବାପାଇଁ ପରାମର୍ଶ ଦେଲା
ସମକକ୍ଷ : ପ୍ରସ୍ତାବ ଦେବା
ଅନ୍ୟ ଭାଷାରେ ଅନୁବାଦ :
किसी बात की ओर किसी का ध्यान दिलाना।
रजत ने मुझे शेयर बज़ार में पैसा लगाने का सुझाव दिया।