ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦଶରେ ପାଞ୍ଚ ମିଶିଲେ ମିଳୁଥିବା ସଂଖ୍ୟା
ଉଦାହରଣ : ଆଠ ଓ ସାତ ମିଶି ପନ୍ଦର ହୁଏ
ସମକକ୍ଷ : ୧୫
ଅନ୍ୟ ଭାଷାରେ ଅନୁବାଦ :हिन्दी English
दस और पाँच के योग से प्राप्त संख्या।
The cardinal number that is the sum of fourteen and one.
ଅର୍ଥ : କୌଣସି ଇଂରେଜୀ ମାସର ପଞ୍ଚଦଶତମ ଦିନରେ ପଡ଼ୁଥିବା ତାରିଖ
ଉଦାହରଣ : ଏମାସ ପନ୍ଦର ତାରିଖଠାରୁ ମୁଁ କାମ କରିବାକୁ ଯିବି
ସମକକ୍ଷ : ପନ୍ଦର ତାରିଖ
ଅର୍ଥ : ଦଶ ଏବଂ ପାଞ୍ଚ
ଉଦାହରଣ : ମୋ ପାଖରେ ମାତ୍ର ପନ୍ଦର ଟଙ୍କା ଅଛି
जो गिनती में दस से पाँच अधिक हो।
Being one more than fourteen.
ସଂସ୍ଥାପନ କରନ୍ତୁ