ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାର ପତ୍ର ଝଡ଼ି ଯାଇଛି
ଉଦାହରଣ : ପତ୍ରଝଡ଼ା ମାସରେ ଅଧିକାଂଶ ଗଛ ପତ୍ରବିହୀନ ହୋଇଯାଏ
ସମକକ୍ଷ : ପତ୍ରଝଡା, ପତ୍ରଝରା, ପତ୍ରବିହୀନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिसके पत्ते झड़ गये हों।
Having no leaves.
ସଂସ୍ଥାପନ କରନ୍ତୁ