ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ପତ୍ରହୀନ
ଉଦାହରଣ : ପଳାଶ ଗଛର ପତ୍ରହୀନ ଡାଳ ଫୁଲରେ ଲଦି ହୋଇଅଛି ସାଧାରଣତଃ ପତ୍ରଝଡ଼ାରେ ଗଛ ପତ୍ରହୀନ ହୋଇଯାଏ
ସମକକ୍ଷ : ଅପତ୍ର, ନିଷ୍ପତ୍ର, ପତ୍ରହୀନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जो पल्लव या पत्तियों से रहित हो।
Having no leaves.
ଅର୍ଥ : ଯାହାର ପତ୍ର ଝଡ଼ି ଯାଇଛି
ଉଦାହରଣ : ପତ୍ରଝଡ଼ା ମାସରେ ଅଧିକାଂଶ ଗଛ ପତ୍ରବିହୀନ ହୋଇଯାଏ
ସମକକ୍ଷ : ପତ୍ରଝଡା, ପତ୍ରଝରା, ପତ୍ରଶୂନ୍ୟ
जिसके पत्ते झड़ गये हों।
ସଂସ୍ଥାପନ କରନ୍ତୁ