ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଣ୍ଡା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଣ୍ଡା   ବିଶେଷ୍ୟ

ଅର୍ଥ : କୌଣସି ତୀର୍ଥ ବା ମନ୍ଦିରରେ ଲୋକମାନଙ୍କୁ ଦେବଦର୍ଶନ କରାଉଥିବା ପଣ୍ଡିତ

ଉଦାହରଣ : ବନାରସ ପଣ୍ଡାମାନେ ଘାଟମାନଙ୍କରେ ବୁଲୁଥିବା ବା ବସିଥିବା ନଜରକୁ ଆସେ


ଅନ୍ୟ ଭାଷାରେ ଅନୁବାଦ :

किसी तीर्थ या मंदिर में लोगों को देवदर्शन या पूजा-पाठ करानेवाला पंडित।

बनारस में पंडे घाटों पर घूमते या बैठे हुए नजर आ ही जाते हैं।
तीर्थक, तीर्थिक, पंडा

ଅର୍ଥ : ମଈଁଷିର ଅଣ୍ଡିରା ପିଲା

ଉଦାହରଣ : ମୋ ମଈଁଷି ପଣ୍ଡା ଜନ୍ମ କରିଛି

ସମକକ୍ଷ : ଅଣ୍ଡିରା ମଇଁଷି ଛୁଆ


ଅନ୍ୟ ଭାଷାରେ ଅନୁବାଦ :

भैंस का नर बच्चा।

मेरी भैंस को पाड़ा हुआ है।
कटरा, कटाह, पड़वा, पाँड़ा, पाड़ा