ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଞ୍ଚପାତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଞ୍ଚପାତ୍ର   ବିଶେଷ୍ୟ

ଅର୍ଥ : ପୂଜାରେ ଜଳ ରଖିବା କାମରେ ଆସୁଥିବା ଗିଲାସ ଆକାରର ଚୌଡ଼ା ମୁହଁ ଥିବା ଏକ ବାସନ

ଉଦାହରଣ : ଜେଜେମା ଆଚମନ କରିବା ନିମନ୍ତେ ପଞ୍ଚପାତ୍ରରୁ ଜଳ ଢାଳୁଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

गिलास के आकार का चौड़े मुँह का एक बर्तन जो पूजा में जल रखने के काम आता है।

दादीजी आचमन करने के लिए पंचपात्र से जल ढाल रही हैं।
पंचपात्र