ଅର୍ଥ : ଅପରାଧ ଘଟିଥିବା ସ୍ଥାନରେ କୌଣସି ପୁଲିସ ଅଧିକାରୀଙ୍କ ଦ୍ବାରା ପ୍ରମାଣ ତଥା ଯାଞ୍ଚ କରାଯିବାର ପ୍ରଥମ ଦସ୍ତାବିଜ
ଉଦାହରଣ :
ପଞ୍ଚନାମାରେ କମସେକମ ଦୁଇ ଜଣ ଯାଞ୍ଚ ଅଧିକାରୀ ଏବଂ ଦୁଇ ଜଣ ସାକ୍ଷୀଙ୍କ ହସ୍ତାକ୍ଷର ରହିବା ଜରୁରୀ
ସମକକ୍ଷ :
ପଂଚନାମା
ଅନ୍ୟ ଭାଷାରେ ଅନୁବାଦ :
अपराध के घटना-स्थल पर किसी पुलिस अफसर द्वारा प्रमाण तथा जाँच परिणामों की बनाई गई पहली सूची।
पंचनामे में कम से कम दो जाँच अधिकारियों और दो निष्पक्ष गवाहों के हस्ताक्षर होने चाहिए।
पंचनामा,
पञ्चनामा