ଅର୍ଥ : ଆଖି ପତା ବା ପଲକରେ ହେଉଥିବା ଏକ ରୋଗ
ଉଦାହରଣ :
ଚିକିତ୍ସକ ପକ୍ଷ୍ମକୋପ ରୋଗରେ ପୀଡ଼ିତ ରୋଗୀକୁ ଚିକିତ୍ସା କରୁଛନ୍ତି
ସମକକ୍ଷ : ପକ୍ଷ୍ମକୋପ ରୋଗ
ଅନ୍ୟ ଭାଷାରେ ଅନୁବାଦ :
आँख की बरौनी या पलकों का एक रोग।
चिकित्सक पक्ष्मप्रकोप से पीड़ित रोगी की दवा कर रहा है।