ଅର୍ଥ : ଯେଉଁ ତାରା ନିଜର କିଛି ପଦାର୍ଥକୁ ମେଘ ରୂପରେ ଉତ୍ସର୍ଗୀକୃତ କରେ ଏବଂ ସେହି କାରଣରୁ ଆହୁରି ଉଜ୍ୱଳ ହୁଏ
ଉଦାହରଣ :
ଆକାଶବିଜ୍ଞାନୀ ଜଣକ ଆକାଶରେ ଦେଖା ଯାଉଥିବା ଗୋଟିଏ ନବତାରାର ଗତିବିଧି ଅଧ୍ୟୟନ କରୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
A star that ejects some of its material in the form of a cloud and becomes more luminous in the process.
nova